ପୁରୀ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ବିବାହ ଉତ୍ସବ ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ

ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ ଦର୍ଶନ ନିଷେଧ

Jun 6, 2025 - 13:11
 0  0
ପୁରୀ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ବିବାହ ଉତ୍ସବ ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଉଦ୍‌ଯାପିତ ହେବ। ଏହି ପାବନ ଅବସରରେ ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ମାଆ ଲକ୍ଷ୍ମୀ ରୁକ୍ମିଣୀ ରୂପେ ଓ ମଦନମୋହନ ଠାକୁର କୃଷ୍ଣ ରୂପେ ବିବାହ ନୀତିରେ ଅଂଶଗ୍ରହଣ କରିବେ। ଏହି ସହ ବିତର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।

What's Your Reaction?

like

dislike

love

funny

angry

sad

wow